କୋରାପୁଟ ସହର: କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ, କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ପୁର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ
କୋରାପୁଟ ହେଉଛି ସୌନ୍ଦର୍ଯ୍ୟର ଭୂସ୍ବର୍ଗ ଏଠାକାର ପାଣି ପବନ, ଝରଣା ସ୍ଵଉଚ୍ଚ ପର୍ବତ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଆଜି ଦିନ ୨ଟା ସମୟରେ କୋରାପୁଟ ସର୍କିଟ ହାଉସରେ ପ୍ରତିକ୍ରିୟା ରଖିଛନ୍ତି ପୁର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ। କୋରାପୁଟର ସମସ୍ତ ପର୍ଯ୍ୟଟନସ୍ଥଳୀର ପୁର୍ବ ସରକାର ସମୟରେ ଆରମ୍ଭ ହୋଇଥିଲା ଏହାକୁ ଆଗକୁ ନେବାର ଆବଶ୍ୟକତା ଥିବା କହିଛନ୍ତି।