ଆସନ୍ତା କାଲି କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟାଙ୍ଗୀ ବ୍ଲକର ଦେଓମାଳୀ ଠାରେ ପ୍ରଶାସନ ତରଫରୁ ଦେଓମାଳୀ ଉତ୍ସବ ପାଳନ କରାଯିବ। ଏନେଇ ଆଜି ରାତି ୧୦ଟା ସମୟରେ ପ୍ରତିକ୍ରିୟା ଦେଇଛନ୍ତି ଆଙ୍କର ସୁଶ୍ରୀ ଗନ୍ତାୟତ। ପ୍ରଶାସନ ପକ୍ଷରୁ ଆୟୋଜିତ ଉତ୍ସବରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ, ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିବା ନେଇ ସୂଚନା ରହିଛି।