ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମରଣାସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଶୁକବିହାର ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ
Bhubaneswar M Corp, Khordha | Aug 15, 2025
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ପରିବାର ସହ ଶୁକବିହାର ଅଞ୍ଚଳରେ ରୁହନ୍ତି । ଘଟଣା ଦିନ ରାତିରେ ପୁଅର ମୋବାଇଲ ଫୋନ ହଜିବାକୁ କେନ୍ଦ୍ରକରି...