5ଲକ୍ଷରୁ ଉର୍ଦ୍ଧ ଗଂଜେଇ ଚାଷ ନଷ୍ଟ କଲା ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ନଷ୍ଟ କରି ଚାଲିଛି ବେଧଡ଼କ ଭାବରେ ଗଂଜେଇ ଚାଷୀ I ଏହି ଗଂଜେଇ ଚାଷକୁ ମୂଳରୁ ପୋଛିବା ପାଇଁ ଅଣ୍ଟା ଭିଡିଛି ପୋଲିସ I ଆଜି ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ପ୍ରକ୍ରିୟା I ତେବେ ମନମୁଣ୍ଡା ଥାନା କିରିମାଖୋଲ ଜଙ୍ଗଲ 51ଏକର ରୁ ଉର୍ଦ୍ଧ ଜଙ୍ଗଲ ଜମିରେ ବେଆଇନ ଭାବରେ 5ଲକ୍ଷ 11ହଜାର ରୁ ଉର୍ଦ୍ଧ ଗଂଜେଇ ଗଛ ଲଗା ଯାଇଥିଲା ମନମୁଣ୍ଡା ପୋଲିସ ଟିମ ସମସ୍ତ ଗଂଜେଇ ଗଛ କାଟିବା ସହ ନିଆଁଲଗେଇ ନଷ୍ଟ କରିଛି I ଏ ନେଇ ରାତି 10ଘଣ୍ଟା ସମୟ ବୌଦ୍ଧ sp ସୋସିଆଲ ମିଡ଼ିଆ ସୂଚନା ଦେଇଛନ୍ତି