ଅତାବିରା: ଆସନ୍ତାକାଳି ଶୁକ୍ରବାର ପୂର୍ବାହ୍ନ ୯ଟାରୁ ମଧ୍ଧାହ୍ନ ଗୋଟିଏ ପର୍ଯ୍ୟନ୍ତ ଗୋଡଭଗା ଅଂଚଳରେ ବିଦ୍ୟୁତ ସରାବରାହ ବନ୍ଦ ରହିବ
୩୩/୧୧କେଭିରେ ଜରୁରିକାଳୀନ ମରାମତି କାମ ଯୋଗୁଁ ଆସନ୍ତାକାଳି ୧୭/୧୦/୨୦୨୫ ଶୁକ୍ରବାର ଦିନ ସକାଳ ୯ଟାରୁ ମଧ୍ଧାହ୍ନ ଗୋଟିଏ ପର୍ଯ୍ୟନ୍ତ ଗୋଡଭଗା ଅଂଚଳରେ ବିଦ୍ୟୁତ ସରାବରାହ ବନ୍ଦ ରହିବ ବୋଲି ଆଜି ଗୁରୁବାର ଅପରାହ୍ନ ୨ଟାରେ TPWODL ଗୋଡଭଗା ସେକ୍ସନ ଜେଇ ଜଣାଇଛନ୍ତି |