କଣ୍ଟାମାଳ: ପଲସାପଡା ରେ ଯୁବକଙ୍କ ସଂନ୍ଦେହ ଜଣକ ମୃତ୍ୟୁ ଘଟଣା ହତ୍ୟା ଅଭିଯୋଗ ଆଣିଲେ ପରିବାର
ଯୁବକଙ୍କ ସଂନ୍ଦେହ ଜଣକ ମୃତ୍ୟୁ ଘଟଣା ହତ୍ୟା ଅଭିଯୋଗ ଆଣିଲେ ପରିବାର ଘଣ୍ଟାପଡା ଥାନା ନାରାୟଣ ପ୍ରସାଦ ର ପଳସାପଡା ଗ୍ରାମର ମୁକେସ ପାତ୍ର ଙ୍କ ଝୁଲନ୍ତା ମୃତ ଦେହ ଗତକାଲି ପୋଲିସ ଉଦ୍ଧାର କରିଥିଲା I ଆଜି ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ନେଇ ଘଣ୍ଟାପଡା ଥାନା ରେ ଅଭିଯୋଗ କରିଥିବା ଥାନା ଅଧିକାରୀ ରାତି 7ଘଣ୍ଟା ସମୟ ରେ କହିଥିବା ବେଳେ I ଘଟଣା ସ୍ଥଳରେ ଆଜି ସାଇନଷ୍ଟିପିକ ଟିମ ସହ ଡ଼କ୍ସ ସ୍କୁଆଡ଼ ଆସି ଯାଞ୍ଜ କରିଥିବା ବେଳେ ମନମୁଣ୍ଡା ରେ ସବବ୍ୟବଚେତ କରି ପରିବାର ଲୋକଙ୍କୁ ଅପରାହ୍ନ ସହ ହସ୍ତାନ୍ତର କରାଯାଇଛି I