ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବଡଗଡ଼ ଦୁର୍ଗା ପୂଜା ମଣ୍ଡପ ବୁଲିଲେ ଶ୍ରୀମୟୀ ମିଶ୍ର, ନାଁ ନନେଇ ପାଣ୍ଡିଆନ ଙ୍କୁ କଲେ ଟାର୍ଗେଟ
ବଡଗଡ଼ ଦୁର୍ଗା ପୂଜା ମଣ୍ଡପ ବୁଲିଲେ ଶ୍ରୀମୟୀ ମିଶ୍ର, ନାଁ ନନେଇ ପାଣ୍ଡିଆନ ଙ୍କୁ କଲେ ଟାର୍ଗେଟ | ବଡଗଡ଼ ଦୁର୍ଗା ପୂଜା ମଣ୍ଡପ ବୁଲିଲେ ଶ୍ରୀମୟୀ ମିଶ୍ର | ନାଁ ନନେଇ ପାଣ୍ଡିଆନ ଙ୍କୁ କଲେ ଟାର୍ଗେଟ | କହିଲେ ଜଗତ ଜନନି ମା ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ ଏବଂ ମା ସମସ୍ତ ଙ୍କର ମଙ୍ଗଳ କରନ୍ତୁ ମା କରୁଣାମୟୀ, ଦୟାମୟୀ, ସ୍ନେହମୟୀ ଏବଂ ଦୁଷ୍ଟ ଙ୍କର ସଂହାରମୟୀ ମଧ୍ୟ | ମା ସମସ୍ତଙ୍କୁ ଭଲରେ ରଖନ୍ତୁ | ଅସତ୍ୟ ଉପରେ ସତ୍ୟ ର ବିଜୟ ନେଇ ସମସ୍ତ ଙ୍କୁ ସାହସ ଦିଅନ୍ତୁ | ଯୁଗେ ଯୁଗେ ମଣିଷର ଅହଂକାର, ମିଥ୍ୟା, ଏଗୁଡିକ ସବୁ ମଣିଷ ଭିତରେ ରାକ୍ଷସ ପ୍ରବୃତ୍ତିକୁ ଜନ୍ମ ଦେଇଥାଏ |