#accident ରେ ପ୍ରାଣ ହାରିଲେ ବାଇକ ଆରୋହୀ ...!!!😭 #ଘଟଗାଁ:ଢେଂକିକୋଟ ହାଟରୁ ଫେରୁଥିବାବେଳେ କଟରାବେଡା ନିକଟରେ ଭରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ କାଠବାରୀ ପଞ୍ଚାୟତର କୁମୁଳବହାଳି ଗ୍ରାମର ରୁଦ୍ର ମହାନ୍ତ 😌 -ଗୁରୁତର ଅବସ୍ଥାରେ କେନ୍ଦୁଝର ହସ୍ପିଟାଲରେ ଭର୍ତି ହେଇଥିଲେ ହେଁ ପରବର୍ତ୍ତୀ ସମୟରେ ମୃତୁବରଣ କରିଥିଲେ ! -ଢେଂକିକୋଟ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରିବା ସହିତ ବାଇକକୁ ଜବତ କରିଛନ୍ତି ! #roadaccidentnews #bikeaccident #keonjharnews #dhenkil