ବାରଙ୍ଗ: କଟକ ମୁଣ୍ଡଳୀ ଠାରେ ଏକ ବିରାଟକାୟ ମାଛ ଉଦ୍ଧାର
ଅପରାହ୍ନ ରେ କଟକ ମୁଣ୍ଡଳୀ ଠାରେ ଧରା ହେଲା ୨୫ ରୁ ଉର୍ଦ୍ଧ୍ବ କିଲିଆ ମାଛ। ଯାହାକୁ ଦେଖିବାକୁ ଅନେକ ଲୋକ ଙ୍କର ଭିଡ଼ ଜମିଛି। ଜଣେ ଧିବିର ମାଛ ମାରି ଜାଇଥିବା ବେଳେ ଏହି ମାଛ ଟି ଜାଲ ରେ ପଡ଼ିଥିବା ଦେଖିଥିଲେ। ଏହାକୁ କୁଳ କୁ ଆଣିବା ପରେ ବିରାଟକାୟ ମାଛ ଦେଖିବାକୁ ପ୍ରବଳ ଭିଡ ଲାଗିଥିଲା।