ଗାଇସିଲେଟ୍: ଜଗଲପାଟ ଠାରେ ଗ୍ରା:ପ: ର ଶ୍ରମିକ ଙ୍କୁ MG NREGA ରେ କାମ ମିଲୁନଥିବାରୁ ଅସନ୍ତୋଷ ପ୍ରକାଶ କରି ସଚେତନ ନାଗରିକ ଓ ଶ୍ରମିକ ଙ୍କ ବୈଠକ ଅନୁଷ୍ଠିତ
ଗାଇସିଲେଟ ବ୍ଲକର ଜଗଲପାଟ ଗ୍ରାମପଞ୍ଚାୟତ ର ସଚେତନ ନାଗରିକ ଓ ଶ୍ରମିକ ଏହି ପଂଚାୟତ ର ଶ୍ରମିକ ମାନଙ୍କୂ MG NREGA ରେ କାମ ମିଲୁନଥିବା ଓ ସେଥିପାଇଁ ବାଧ୍ଯ ହୋଇ ଶ୍ରମିକ ଙ୍କୁ ଦାଦନ ଯିବାକୁ ପଡୁଥିବା ଅଭିଯୋଗ କରି ବ୍ଲକ ବିଡିଓ ଙ୍କୁ ସରପଞ୍ଚ ରାଧାକାନ୍ତ ବୁଡେକ ଙ୍କ ମାଧ୍ୟମରେ ଜଣାଇଥିଲେ । ଯଦି 7 ଦିନ ମଧ୍ଯ ରେ କାମ ଯୋଗାଇ ଦିଆନଯାଏ ତେବେ ଗ୍ରାମପଞ୍ଚାୟତ କାର୍ଯ୍ୟାଲୟ ବନ୍ଦ କରିବା ନେଇ ଆଜି ଚେତାବନୀ ଦେଇଛନ୍ତି ସଚେତନନାଗରିକ ଓ ଶ୍ରମିକ । ଏନେଇ ଆଜି 6 PM ଯର୍ଯନ୍ତ ଏକ ବୈଠକ ଅନୁଷ୍ଠିତ ହୋଇଛି