୧୭ ତମ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମରେ ୬୪ବାଟାଲିୟନ ପକ୍ଷରୁ ୨୦ଜଣ ଛାତ୍ରଛାତ୍ରୀ ଚୟନ କରି ଦେହରାଧୁନ ଠାରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମ ରେ ଭାଗନେବେ ।ତୃତୀୟ ପର୍ଯ୍ୟାୟ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଓଡ଼ିଶା ସେକ୍ଟରର ପୋଲିସ ମହାନିରୀକ୍ଷକ ଙ୍କ ମାର୍ଗଦର୍ଶନରେ ୬୪ ବାଟାଲିୟନ, ସିଆରପିଏଫ ଏବଂ ମେରା ଯୁବ ଭାରତ ସଂଗଠନ, କଳାହାଣ୍ଡି, ଓଡ଼ିଶାର ମିଳିତ ଭାବରେ ୬୪ ବାଟାଲିୟନ ପରିସରରେ ଆଜି ସନ୍ଧ୍ୟା ସମୟରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ, ମଦନପୁର ରାମପୁର ଓ ଭବାନୀପାଟଣା ସଦ