ବୌଦ୍ଧ ସଦର: ଦହ୍ୟା ଠାରେ ଏକ୍ ପେଡ୍ ମା କେ ନାମ୍" ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ
ବୌଦ୍ଧ ବ୍ଳକ୍ ଦହ୍ୟା ଠାରେ ଏକ୍ ପେଡ୍ ମା କେ ନାମ୍" ସଚେତନତା କାର୍ଯ୍ୟକ୍ରମ, ଅନୁଷ୍ଟିତ ହୋଇଜାଇଛି ଦହ୍ୟା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ଙ୍କ ନେତୃତ୍ଵ ରେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡlଙ୍ଗ ଯୋଗ ଦେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l