ଜାନୁଆରୀ ୧୩ତାରିଖ ସମୟ ଅପରାହ୍ନ ୪ଟା ୧୫ ମିନିଟରେ ପଞ୍ଚତତ୍ତ୍ୱ ଅନୁଷ୍ଠାନର ନିଜସ୍ୱ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପ ସାଂସ୍କୃତିକ ସଚିବ ଅବିନାଶ ମହାପାତ୍ର ସୂଚନା ପ୍ରଦାନ କଲେ କି, ଆସନ୍ତା ୧୫ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଭାରତର ବିଭିନ୍ନ ରାଜ୍ୟରୁ ସାଂସ୍କୃତିକ ଅନୁଷ୍ଠାନମାନେ ଆସି ଜାତୀୟ ସ୍ତରର ଡ୍ରାମା, ନାଚ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା ଭିତ୍ତିକ କାର୍ଯ୍ୟକ୍ରମ ସିଭିକ ସେଣ୍ଟର ଓ ଭଞ୍ଜଭବନ ପ୍ରେକ୍ଷାଳ ୟରେ ପରିବେଷଣ କରିବେ, ଏହା ସମ୍ପୂର୍ଣ ନିଃଶଳୁକ ପ୍ରବେଶ ଅଟେ,