ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ଛାତ୍ରଛାତ୍ରୀ
Bhubaneswar M Corp, Khordha | Sep 9, 2025
ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଲାଗି ରହିଛି ଚାପା ଉତେଜନା । ଗତକାଲି ଅଣଛାତ୍ରଙ୍କୁ ବାହାର...