ଚମ୍ପୁଆ: ଧାତିକା-ନୟାଗଡ଼ ରାସ୍ତାର ପୋଲ ତଳକୁ ଓଲଟିଲା ହାଇୱା
କେନ୍ଦୁଝର ଜିଲ୍ଲା ଧାତିକାରୁ ନୟାଗଡ଼ ଅଭିମୁଖେ ଯାଇଥିବା ରାସ୍ତାର ଏକ ପୋଲ ତଳକୁ ଆଜି ଏକ ହାଇୱା ଓଲଟି ପଡିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତାହାତଙ୍କ ସମ୍ପର୍କରେ ସୂଚନା ମିଳି ପାରି ନାହିଁ।