ବାଇକ କୁ ପିଟିଲା ବୋଲରୋ ଜଣେ ଗୁରୁତର ବାଇକ କୁ ପିଟିଲା ବୋଲର ବାଇକ ଚାଲାକ ଗୁରୁତର I ମନମୁଣ୍ଡା ଥାନା 57ନମ୍ବର ଜାତୀୟ ରାଜପଥ ର ଖଇରମାଲ ନିକଟରେ ବୌଦ୍ଧ ପଟୁ ଆସୁଥିବା ବାଇକ କୁ ପିପରୀତ ଦିଗରୁ ଏକ ବୋଲର ଧକ୍କା ଦେଇଥିଲା ଫଳରେ ବାଇକ ଚାଳକ ଚିଟିକି ପଡିଥିଲେ I ଗୁରୁତର ଅବସ୍ଥା ରେ ଯୁବକ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ଥିବା ବେଳେ ଯୁବକ ଙ୍କ ପରିଚୟ ମିଳି ପାରିନାହଁ I