ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ର ନିକଟରେ ପ୍ରବଳ ଦୃଗନ୍ଧକୁ ନେଇ କ୍ଷୋଭ ପ୍ରକାଶ
ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାକୁ ନେଇ ଆପ ପକ୍ଷରୁ ସମସ୍ୟା ଗୁଡିକର ସମାଧାନ ପାଇଁ ସୋମବାର ଦିନ ଠାରୁ ଧାରଣା ଦେଇ ଆସୁଛନ୍ତି ।ଏହି ସମୟରେଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ର ନିକଟରେ ପ୍ରବଳ ଦୃଗନ୍ଧକୁ ନେଇ ସେମାନ ସେଠାରେ ଦେଖିବା ପରେ ଏହାକୁ ନେଇ ବୁଧବାର ମଧ୍ୟାହ୍ନ ୧ଟାରେ ପ୍ରତିକ୍ରିୟାରେ କ୍ଷୋଭ ପ୍ରକାଶ କରିଛନ୍ତି ।