କେନ୍ଦୁଝର ସହର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦିଆଗଲା ବିପୁଳ ସମ୍ବର୍ଧନା । ଜିଲ୍ଲାର ବିଭିନ୍ନ ସଂଙ୍ଗଠନ ପକ୍ଷରୁ ଲୋକମାନେ ଦେଲେ ସମ୍ବର୍ଧନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନେତୃତ୍ଵ ରେ ନୂଆପଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିନ କରି ଏଥିରେ ଜିଲ୍ଲା ର ହଜାର ହଜାର ବିଜେପି କର୍ମୀ ମାନେ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ |