ରାଉରକେଲା ପୋଲିସର ବଡ଼ ସଫଳତା।ଲୁଟ୍ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ।ଘଟଣାରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଲୁଟ ହୋଇଥିବା ସାମଗ୍ରୀ ମଧ୍ୟ ଜବତ କରିଛି।ସେକ୍ଟର ୧୯ ଥାନା ଅଞ୍ଚଳରେ ଘଟିଥିବା ଏକ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ରବିବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ରବିବାର ଅପରାହ୍ନରେ ଥାନା ପରିସରରେ ପ୍ରତିକ୍ରିୟା ରଖିଲେ ଏସଡିପିଓ।