ରାୟଗଡା: ମୁନିଗୁଡା ବ୍ଳକ କମ୍ୟୁନିଟି ହଲରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମର ଦୁଇ ଦିନିଆ ବ୍ଲକସ୍ତରୀୟ ଓରିଏଣ୍ଟେସନ୍ ତାଲିମ ଅନୁଷ୍ଠିତ
ମୁନିଗୁଡା ବ୍ଳକ କମ୍ୟୁନିଟି ହଲ ପରିସରରେ ସୋମବାର ଅପରାହ୍ନରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମର ଦୁଇ ଦିନିଆ ବ୍ଲକସ୍ତରୀୟ ଓରିଏଣ୍ଟେସନ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।