Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଖଲ୍ଲିକୋଟ୍: କେଶପୁର ଓଭର ବ୍ରିଜ ନିକଟରେ ଅବକାରୀ ବିଭାଗ ର ଚଢ଼ାଉ,୧୧ କିଲୋ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

Khalikote, Ganjam | Jan 13, 2026
ଗଞ୍ଜେଇ ଚୋରା ଚାଲାଣ ବେଳେ ଖବର ପାଇ କେଶପୁର ଓଭର ବ୍ରିଜ ନିକଟରେ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ଅବକାରୀ ବିଭାଗ ର ଚଢ଼ାଉ କରି ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ପୋଲିସ । ଗିରଫ ମହିଳା ଜଣଙ୍କ କନ୍ଧମାଳ ଜିଲ୍ଲା କେ ନୂଆଗାଁ ଥାନା ଅଞ୍ଚଳର ବୋଲି ଜଣା ପଡିଛି ।