ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଝାରପଡା କେନାଲ ରୋଡ଼ରେ ମୃତ ଭାଇ ଙ୍କ ବୀମା ଟଙ୍କା ଆତ୍ମ ସାତ ଘଟଣା ରେ କଳାହାଣ୍ଡି ରୁ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୋଲିସ
ଝାରପଡା କେନାଲ ରୋଡ଼ରେ ମୃତ ଭାଇ ଙ୍କ ବୀମା ଟଙ୍କା ଆତ୍ମ ସାତ ଘଟଣା ରେ କଳାହାଣ୍ଡି ରୁ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୋଲିସ | ଅଭିଯୋଗକାରିଣୀଙ୍କ ସ୍ୱାମୀ ଲେଫ୍ଟନାଣ୍ଟ ଦିନେଶ କୁମାର କେଡିଆଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭାଇ ନରେଶ କୁମାର କେଡିଆ ତାଙ୍କ ମୋବାଇଲ୍ ଫୋନ୍, ପୋଷ୍ଟମର୍ଟମ୍ ରିପୋର୍ଟ, ସମ୍ପତ୍ତି କାଗଜପତ୍ର, ବ୍ୟାଙ୍କ ବିବରଣୀ, ଜେରୋଧା ସେୟାର ଟ୍ରେଡିଂ ଆକାଉଣ୍ଟ ବିବରଣୀ ଏବଂ ଅନ୍ୟାନ୍ୟ ମୂଳ ଡକ୍ୟୁମେଣ୍ଟକୁ ନିଜ କବଜାକୁ ନେଇ ଅଭିଯୋଗକାରିଣୀଙ୍କୁ ମୃତ୍ୟୁ ପ୍ରମାଣପତ୍ର, ବୀମା ଦାବି ଏବଂ ଅନ୍ୟାନ୍ୟ ଆଇନଗତ ଔପଚାରିକତା ପାଇଁ ଆବଶ୍ୟକ ବୋଲି ବୁଝାଇଥିଲେ।