ବଡସାହି: ଧଡ଼ାସାହି ଠାରେ ଚଢାଉକରି ଚୋରାକାଠ ବୋଝେଇ ପିକଅପଭ୍ୟାନ ଜବତକଲା ବନବିଭାଗ, ଲକ୍ଷାଧିକ ଟଙ୍କାର ଆକାଶିଆ ଓ ଶାଳଗଣ୍ଡି ଜବତ, ମାମଲା ରୁଜୁ
Barsahi, Mayurbhanj | Sep 10, 2025
ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡିଆ ଉପକଣ୍ଠ ଧଡାସାହି ଠାରେ ଚଡାଉକରି ଏକ ଚୋରା କାଠବୋଝେଇ ପିକଅପଭ୍ୟାନକୁ ଜବତ କରିବା ଘଟଣରେ ବୁଧବାର ଅପରାହ୍ନ...