ରେଢାଖୋଲ: ବୁର୍ଡା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ବିଡ଼ିଓ
ବୁର୍ଡା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ବିଡ଼ିଓ ଶୁକ୍ରବାର ସକାଳେ ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ ବୁର୍ଡା ପଞ୍ଚାୟତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ରେଢ଼ାଖୋଲ ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ସେନାପତି । ବିଶେଷ ଭାବରେ ମାଖନଦର ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ବନ୍ତୋଲଇ ଗ୍ରାମବାସୀ ଦାବି କରିଆସୁଥିଲେ । ତେଣୁ ଆଜି ସ୍ଥାନୀୟ ସରପଞ୍ଚ ରାଜା ପାଲ ଙ୍କ ସହ ବିଡ଼ିଓ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।