ବଡଚଣା: ବୈରୀ ଗ୍ରାମର ଯୁବକ ନିଖୋଜ ନେଇ ବୈରୀ ଥାନାରେ ଅଭିଯୋଗ
ବୈରୀ ଥାନା ଅନ୍ତର୍ଗତ ବୈରୀ ଗ୍ରାମର ଜୈନିକ ଯୁବକ ନିଖୋଜ ହୋଇଥିବା ନେଇ ଶୁକ୍ରବାର ଦିନ ୧୧ଟା ସମୟରେ ବୈରୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ନିହାର ରଞ୍ଜନ ମଲ୍ଲିକ ଗଲା ୧୦ ତାରିଖ ଦିନ ଭୁବନେଶ୍ୱର ଯାଉଛି କହି ଘରୁ ବାହାରି ଯାଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି।