ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନକଲି ପୋଲିସ ସାଜି ଲୁଟ ଘଟଣାରେ 6ଅଭିଯୁକ୍ତ ଙ୍କୁ 10ବର୍ଷ ସଶ୍ରମ କାରାଦଣ୍ଡ, ଭୁବନେଶ୍ୱର କୋର୍ଟ ରେ ପ୍ରତିକ୍ରିୟା ରଖିଲେ ସରକାରୀ ଓକିଲ
କ୍ୟାପିଟାଲ ଥାନା ୟୁନିଟ-1 ହାଟ ନିକଟରେ ନକଲି ପୋଲିସ ସାଜି ଡ୍ରାଇଭର ଙ୍କ ଠାରୁ ଲୁଟ ଘଟଣା | 6 ଜଣଙ୍କୁ 10ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କଲେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର | 50ହଜାର ଟଙ୍କା ଜୋରିମାନା | ଅନାଦେୟ 1ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ | ସାଦିକ ହୁସେନ, ସାବିର ଆଲି, ଫଜଲ ଅଲି, ହାସନ ଅଲି, ଅବୁଜର ଅଲି, ରାଜେନ୍ଦ୍ର ଖୁସୁଆ ଙ୍କୁ 10ବର୍ଷ ସଶ୍ରମ କାରା ଦଣ୍ଡ ଶୁଣାଇଲେ କୋର୍ଟ | ଚାର୍ଜଫ୍ରେମ ର 3ମାସ 17ଦିନ ଭିତରେ ଦୋଷୀଙ୍କୁ ଦଣ୍ଡ ଶୁଣାଇଲେ କୋର୍ଟ |