ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଖେଳୁଥିବା ବେଳେ ପ୍ରାଣ ହରାଇଥିବା ଫୁଟବଲ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 4 ଲକ୍ଷ ସହାୟତା ଘୋଷଣା
Debagarh, Debagarh (Deogarh) | Aug 25, 2025
ଦେବଗଡ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ‘କାଉନଶିଲର କପ’ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖେଳୁଥିବା ବେଳେ ଦେବଗଡ ପୌରାଂଚଳ ୨...