ବଡସାହି: ଭ୍ରମରଗୋଳା ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ଫୋନଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ହତ୍ୟା ଧମକ ଅଭିଯୋଗରେ ମାମଲା ରୁଜୁ
Barsahi, Mayurbhanj | Aug 21, 2025
ଦହିକଟି ପଞ୍ଚାୟତ ଅଧୀନ ଭ୍ରମରଗୋଳା ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ଫୋନଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ହତ୍ୟାଧମକ...