ସୂଚନା ଅନୁଯାୟୀ ଆସନ୍ତାକାଲି ବୀରମିତ୍ରପୁର କମ୍ପ୍ଲେକ୍ସଠାରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି କାର୍ଯ୍ୟକର୍ମକୁ ବୀରମିତ୍ରପୁରର ତାଲୁକ ଲେଗାଲ ସରଭିସେସ କମିଟି ତରଫରୁ କରାଯିବ। ଏଥିରେ ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।ଛାତ୍ରଛାତ୍ରୀମାନେ ନିଜର ଆଇଡେଣ୍ଟି କାର୍ଡ କିମ୍ବା ଆଧାର କାର୍ଡ ନେଇ ଯିବାପାଇଁ ସୂଚନା ମିଳିଛି।