ସମ୍ବଲପୁର ମାଁ ପାଟଣେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆଜି ନୂତନ ବର୍ଷ ଅବସରରେ ମନ୍ଦିର ସମ୍ମୁଖରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କରାଯାଇଥିଲା l ଯେହେତୁ ବର୍ଷର ପ୍ରଥମ ଦିନରେ ମାଁଙ୍କ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ l ତାକୁ ଦୃଷ୍ଟିରେ ରଖି ଆଜି ପ୍ରାୟ 5 ହଜାର ରୁ ଉର୍ଦ୍ଧ ଭକ୍ତ ମାନଙ୍କ ପାଇଁ ଏହି ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା l ଏହି ଅନ୍ନଭୋଗ ରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ପ୍ରସାଦ ବଣ୍ଟନ କରିବା ସହ ମଧ୍ୟ ପ୍ରସାଦ ସେବନ କରିଥିଲେ l ଏଥିରେ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ସହଯୋଗ କରିଥି