ମାଲପଡା ରାସ୍ତା ରେ ଚଢ଼ାଉ ଦେଶୀ ମଦ ସହ ଅଭିଯୁକ୍ତ ଅଟକ ଆଜି କଣ୍ଟାମାଲ. ଅବକାରୀ ବିଭାଗ ର ଏକ ଟିମ କଣ୍ଟାମାଲ ଥାନା ମାଲପଡା ରାସ୍ତା ନିକଟରେ ଅବକାରୀ asi ପ୍ରିୟାଂଶୁ କହ୍ନର ଚଢ଼ାଉ କରି 8ଲିଟର ଦେଶୀ ମଦ ଜବତ କରିବା ସହ କୁଚିଆ ମଦ ବେପାରୀ କୁ ଅଟକ ରଖିଥିଲେ I ତେବେ ମାମଲା ରୁଜୁ କରି ନୋଟିସ ରେ ଛାଡି ଦେଇଥିବା ରାତି 9ଘଣ୍ଟା ସମୟ ରେ ଅବକାରୀ ବିଭାଗ ର ସୂଚନା I