ଆଜି ସରାସକୋଲା ପଞ୍ଚାୟତ ମୁଖ୍ୟାଳୟ ସ୍ଥିତ ସିଦ୍ଧେଶ୍ୱର ମହାଦେବ ଙ୍କ ମନ୍ଦିରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ଜନ୍ମଦିନ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ସରାସକୋଲା ପଞ୍ଚାୟତର ବିଜେପି ସଭାପତି ତ୍ରିନାଥ ମହାନ୍ତ ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଅନୁଷ୍ଠିତ ମନ୍ଦିରରେ ପୂଜାପାଠ,ଓ ରୁଦ୍ରାଭିସେକ କରାଯାଇଥିଲା।ବିଧାୟକ ଦୀର୍ଘାୟୁ ଓ ସୁସ୍ଥ ରହିବା ସହିତ ମଙ୍ଗଳ କାମନା ରୁଦ୍ରାଭିସେକ କରାଯାଇଥିଲା ।