ଭଟଲି: ଭଟଲୀ ଦଧିବାମନ ମନ୍ଦିର ଓ ସମଲେଇ ମନ୍ଦିର ପରିସରରେ ଆଜି ମାଁ ଉଉଣୀ ମାନେ ପୋ ଜିଉନ୍ତିଆ ମହାସମାରୋହରେ ପାଲନ କଲେ
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ର ପ୍ରସିଦ୍ଧ ଦଧିବାମନ ମନ୍ଦିର ପରିସରରେ ଓ ଭଟଲି ବସ୍ତି ପୁରୁଣା ସମଲେଇ ମନ୍ଦିର ପରିସରରେ ଆଜି 8 PM ରୁ 9 PM ପର୍ଯ୍ୟନ୍ତ ମହାସମାରୋହରେ ମାଁ ଭଉଣୀ ମାନେ ପୋ ଜିଉଁନ୍ତିଆ ପର୍ବ ମହାସମାରୋହରେ ଆଜି ପାଳନ କରିଛନ୍ତି