ନୂଆପଡା: ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ବୁଧବାର ସକାଳ ୮.୩୦ ଯାଏଁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Nuapada, Nuapada | Aug 18, 2025
ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାକୁ ଆସନ୍ତାକାଲି ସକାଳ ୮.୩୦ ମିନିଟରୁ ୨୦ ତାରିଖ ବୁଧବାର ସକାଳ ୮.୩୦ ମିନିଟ ପର୍ଯ୍ୟନ୍ତ ୟଲୋ ୱାର୍ଣିଂ...