ପୋଲସରା: ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସୁରତ କୁ ଗଡ଼ିଲା ବନ୍ଦେଭାରତ ଏକ୍ସପ୍ରେସ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିବା ବେଳେ ଏଥିଲାଗି ବ୍ରହ୍ମପୁର ଷ୍ଟେସନ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପୋଲସରା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ବିଭୁତି ଜେନା ଙ୍କ ସମେତ ବ୍ରହ୍ମପୁର ସାଂସଦ,ଆସିକା ସାଂସଦ ଏବଂ ବହୁ ନିର୍ବାଚନ ମଣ୍ଡଳୀ ବିଧାୟକ ଯୋଗଦେଇଥିଲେ l