କଣ୍ଟାବାଞ୍ଜି: ମୁରିବାହାଳ ବ୍ଲକ ଇଛାପଡା ପଞ୍ଚାୟତ ରେ ଭତ୍ତା ବଣ୍ଟନ କଲେ କଣ୍ଟାବାଞ୍ଜି ବିଧାୟକ
ବଲାଙ୍ଗିର ଜିଲ୍ଲା ମୁରିବାହାଳ ବ୍ଲକ ଅନ୍ତର୍ଗତ ଇଛା ପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ପ୍ରଶାସନ ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ।