କଦଳୀ ଗଡ ଉର୍ଡା ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା , ଜଣେ ଗୁରୁତର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡରୁ ଉର୍ଡା ଯାଇଥିବା ରାସ୍ତାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତ ଜଣକ ହେଲେ କଦଳୀଗଡ ଗ୍ରାମର ପୃଥିରାଜ ନାଏକ ଓ ନିବାସ ନାଏକ । ଦୁହେଁ ଏକ ବାଇକ ଯୋଗେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଉର୍ଡା ଗ୍ରାମକୁ ମକର ଯାତ୍ରା ଦେଖିବାକୁ ଯାଉଥିଲେ ହେଲେ ରାସ୍ତାରେ ସମ୍ମୁଖ ପଟରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସେମାନଙ୍କୁ ଟୋଲ ଗେଟ୍ ରେ ଆମ୍ବୁଲାନ୍ସ ଯୋଗ