ବଡସାହି: ନରଣପୁରରେ ନିଶାଶକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ରାସ୍ତାରେ ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଡେଇଁ ଯୁବକଙ୍କ ମୃତ୍ୟୁ
Barsahi, Mayurbhanj | Aug 19, 2025
ବଡସାହି ଥାନା ଅଧୀନ ନାରଣପୁର ଠାରେ ରାସ୍ତାପାର୍ଶ୍ଵରେ ନିଶାଶକ୍ତ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାରକରି ୧୦୮ଆମ୍ବୁଲାନ୍ସଯୋଗେ ଡାକ୍ତରଖାନା...