ସଦର: ଚାଉଳ ଗ୍ରହଣ କରୁ ନାହିଁଁ FCI ଭବାନୀପାଟଣା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଲର୍ସଙ୍କ ପ୍ରତିକ୍ରିୟା
Sadar, Kalahandi | Sep 4, 2025
କଳାହାଣ୍ଡି ଜିଲ୍ଲା ଏବେ ରାଜ୍ୟର ଦ୍ଵିତୀୟ ବୃହତ ଧାନ ଉତ୍ପାଦନକାରୀ ଜିଲ୍ଲାର ମାନ୍ୟତା ପାଇଛି। କିନ୍ତୁ ଗତ ଖରିଫ୍ ଏବଂ ରବି ଋତୁରେ ଧାନ ମଣ୍ଡି...