Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ବରଗଡ: ରେଲୱେ ଷ୍ଟେସନ ରୋଡ଼ରେ ରାସ୍ତା ରୋକ ସ୍ଥାନକୁ ପହଞ୍ଚିଲେ ବିଧାୟକ

ରାସ୍ତା ରୋକକୁ ପହଞ୍ଚିଲେ ବିଧାୟକ | ପଡାବାସୀ ଙ୍କ ସହ ଆଲୋଚନା ପରେ ରାସ୍ତା ରୋକରୁ ଉଠିଲେ ପଡାବାସୀ | ଗୁରୁବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ରେଳୱେ ଷ୍ଟେସନ ରୋଡ଼ରେ ପ୍ରତିକ୍ରିୟା ରଖିଲେ ବିଧାୟକ | ସୂଚନା ଅନୁସାରେ ବରଗଡ଼ ପ୍ରାଇଭେଟ ବସଷ୍ଟାଣ୍ଡରୁ ରେଳୱେ ଷ୍ଟେସନ ରୋଡ଼ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି | ପଡାବାସୀ ଓ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆଜି ଏନେଇ ପଡାବାସୀ ରାସ୍ତା ରୋକ କରିଥିଲେ ।

MORE NEWS