ରାଜ୍ୟସ୍ତରୀୟ ଚଷା ମହାସମାବେଶ ପାଇଁ ଦେବଗଡ ଜିଲ୍ଲା ରିଆମାଳ କଲ୍ୟାଣ ମଣ୍ଡପରେ ଆଜି ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଦିନରେ ରାଜ୍ୟରେ ଚଷା ସମାଜର ସଙ୍ଗଠନ ଓ ଉନ୍ନତି ପାଇଁ ଉକ୍ତ ବୈଠକ ଆୟୋଜନ କରିବାର ଲକ୍ଷ ରଖାଯାଇଛି । ରାଜ୍ୟ ଚଷା ସମାଜ ମହାସମାବେଶର ଆବାହକ ସୁରେନ୍ଦ୍ର ନାରାୟଣ ପ୍ରଧାନଙ୍କ ଆବାହକତ୍ୱରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।