ଲାଞ୍ଜିଗଡ: ପୁଣି ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା, ମେଲ ବାହାଲି ବଣ୍ଡେଲ ପଡ଼ା ଗର୍ଭବତୀ ମହିଳା ଚାଲିଲେ ୧ କିଲୋମିଟର
Lanjigarh, Kalahandi | Aug 20, 2025
ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ମେଲବାହାଲି ବଣ୍ଡେଲ ପଡ଼ାର ଏହି ଘଟଣା ବିକାଶର ବାସ୍ତବ ଚିତ୍ରକୁ ସାମ୍ନାକୁ ଆସିଛି। ବିଳମ୍ୱିତ...