ଗତ ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୁ ଚରଣ ତୁମରୀଖୋଲ ଗ୍ରାମର ଯାଦବ ଛତ୍ରିଆଙ୍କ ଵାଇକ କୁ ଜାଳି ଦେଇଥିଲେ। ବାଇକଟି ଘର ବାହାରେ ରଖିଥିଲେ। ପରିବାର ଲୋକ ବାଇକରେ ପାଣି ଢ଼ାଳି ନିଆଁ କୁ ଆୟତ୍ତ କରିଥିଲେ। ଏନେଇ ଗୁରୁବାର ଜୟପାଟଣା ପୁଲିସ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।