କାମାକ୍ଷାନଗର: କାମାକ୍ଷାନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ଟ୍ରାନ୍ସଫର୍ମର କଏଲ ଚୋରୀ ,ସୋମବାର ୧୨ଟାରେ ଥାନାରେ ଅଭିଯୋଗ
କାମାକ୍ଷାନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ଟ୍ରାନ୍ସଫର୍ମର କଏଲ ଚୋରୀ ,ସୋମବାର ୧୨ଟାରେ ଥାନାରେ ଅଭିଯୋଗ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଟ୍ରାନ୍ସଫର୍ମରରୁ କଏଲ ଚୋରୀ ହୋଇଯାଇଛି ।ସୋମବାର ଏହାକୁ ନେଇ ଥାନାରେ ହୋଇଛି ଅଭିଯୋଗ ।