ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗଶାଲା ସ୍ଥିତ ଆଇଆଇଏମ୍ ଠାରେ ଦୁଇ ଦିନିଆ ବ୍ୟବସାୟ ସମ୍ମିଳନୀ, ମାର୍ମାଗ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ଗୁଗୁଲ ର ଅପ୍ରରେସନ ହେଡ଼, ପିଏନୱାଇ ର ଡାଇରେକ୍ଟର, ଇଣ୍ଡିଆନ ଓଏଲ ଆଦାନୀ ବେଞ୍ଚର୍ସ ର ସିଓ ଙ୍କ ସହ ପ୍ରାୟ 26 ଟି ଶିଳ୍ପ ଅନୁଷ୍ଠାନ ର ଅଧିକାରୀ ମାନେ ଯୋଗ ଦେଇଥିଲେ l ଏନେଇ ଆଇଆଇଏମ ନିର୍ଦ୍ଧେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ୱାଳ ସୂଚନା ଦେଇଛନ୍ତି l