Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ,ବାଲେଶ୍ଵର ଶାଖା କାର୍ଯ୍ୟାଳୟରେ ପେନସନ ଦିବସ ପାଳିତ

Baleshwar M, Balasore | Dec 17, 2025
ବାଲେଶ୍ଵର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ରେ ପେନସନ ଦିବସ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସଂଘ ର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଏହି ଦିବସ ପାଳନ ର ଆଭିମୁଖ୍ୟ ସଂପର୍କ ରେ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ବୁଧବାର ଅପରାହ୍ନ ୪ଘଟିକା ରେ ସମାପନ କରାଯାଇଥିଲା।