ବାଲେଶ୍ବର ମ୍ୟୁନିସିପାଲଟି: ମାନକୁଣ୍ଡା ଅଂଚଳ ରେ ସାନଭାଇ ଆକ୍ରମଣ ରେ ବଡଭାଇ ଗୁରୁତର, ଫକୀମୋହନ ମେଡ଼ିକାଲ କଲେଜରେ ମୃତ ଘୋଷଣା
ଭୋଗରାଇ, ମାନକୁଣ୍ଡା ଅଂଚଳ ରେ ଘରୋଇ ବିବାଦକୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତର ହୋଇଥିବାବେଳେ ତାଙ୍କୁ ପ୍ରଥମେ ବାଲେଶ୍ଵର ଫକୀମୋହନ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ୍ ପହଞ୍ଚି ମୃତଦେହ କୁ ଗୁରୁବାର ଅପରାହ୍ନ ୩:୩୦ରେ ଶବ ବ୍ୟବଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟ ର ଶବ ବ୍ୟବଛେଦାଗାର କୁ ପଠାଇଥିଲେ।