ସଦର: ଓଡିଶା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କଳାହାଣ୍ଡି ରେ ୧୫ଟି ମିଠା ଦୋକାନ ଯାଞ୍ଚ
ଓଡିଶା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ସକାଳ 11 ଟା ସମୟରେ କଳାହାଣ୍ଡି ରେ ୧୫ଟି ମିଠା ଦୋକାନ ଯାଞ୍ଚ କରାଯାଇଛି l ତେବେ ଅଧିକ ରଙ୍ଗ ଥିବା ୩୦ କିଲୋଗ୍ରାମ ଖାଦ୍ୟ ନଷ୍ଟ କରାଯାଇଛି। ଏହି ଅବସରରେ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି