କୋରାପୁଟ ସହର: ଫାଙ୍କା ଗୁଳିଚାଳନା କରି ଲୋକ ଙ୍କୁ ଭୟଭୀତ କରେଇଥିବାରୁ କୋରାପୁଟ ବିଧାୟକଙ୍କ pso ଙ୍କୁ ସସ୍ପେଣ୍ଡ କଲେ କୋରାପୁଟ ଏସପି
କୋରାପୁଟ ବିଧାୟକ ରଘୁରାମ ମାଛ ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ pso ଙ୍କୁ ସସପେଣ୍ଡ କଲେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ବିଧ୍ୟାୟକ ଙ୍କ pso ଥିଲେ ଡମ୍ଭରୁ ହନ୍ତାଳ। ଡମ୍ବରୁ ଙ୍କୁ ବନ୍ଦୁକ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଗତକାଲି ନୂଆପଡା କୋମନା ରେ ହୋଟେଲ ରେ ଖାଉଥିଲା ବେଳେ କିଛି କଥା କୁ ନେଇ ବ୍ଲାକ ଫାୟରିଂ କରିଥିଲେ ଡମ୍ବରୁ। ଡମ୍ବରୁ ଙ୍କୁ ରିଲିଭ କରି ଅନ୍ୟ ଏକ pso ଙ୍କୁ ପୋଟା ଯାଇଛି। ଏ ନେଇ ଗତକାଲି ରାତ୍ରି ଦଶ ଟା ସମୟର ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା।