ଅଶୋକ ମେହେଟ୍ଟା ସଭା ଗୃହରେ ମଣ୍ଡେଇ ପ୍ରଚାର ପ୍ରସାର କମିଟି ବୈଠକ ଅନୁଷ୍ଠିତ ଜିଲ୍ଲାର ଲୋକକଳା ଓ ସଂସ୍କୃତିକୁ ଲୋକଲୋଚନ କୁ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହା କହିଛନ୍ତି, ମଣ୍ଡେଇ ପ୍ରଚାର ପ୍ରସାର କମିଟିର ଅଧ୍ଯକ୍ଷ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ । ସେ କହିଛନ୍ତି, ଗଣମାଧ୍ୟମ ପ୍ରଚାର ଓ ପ୍ରସାର ଦ୍ଵାରା ମଣ୍ଡେଇ ଲୋକମହୋତ୍ସବ ବିଶ୍ୱଦରବାରରେ ପହଞ୍ଚିପାରିଛି।ତେଣୁ ଚଳିତ ୨୦୨୫-ମଣ୍ଡେଇ ମହୋତ୍ସବର ପ୍ରଚାର ଓ ପ୍ରସାର କୁ ସ୍ଥାନୀୟ ଆଶୋକମେହେଟା ସମ୍ମିଳନୀଗୃହରେ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା